https://kanaknews.com/breakingnews/%e0%ac%9a%e0%ac%b3%e0%ac%bf%e0%ac%a4-%e0%ac%ac%e0%ac%b0%e0%ad%8d%e0%ac%b7-%e0%ac%a8%e0%ac%ac%e0%ac%ae-%e0%ac%a6%e0%ac%b6%e0%ac%ae-%e0%ac%b6%e0%ad%8d%e0%ac%b0%e0%ad%87%e0%ac%a3%e0%ad%80-%e0%ac%aa/
ଚଳିତ ବର୍ଷ ନବମ, ଦଶମ ଶ୍ରେଣୀ ପିଲାଙ୍କ ପାଇଁ ୩୦ ପ୍ରତିଶତ କମିବ ସିଲାବସ୍: ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସିଲାବସ୍ କମାଇବା ପାଇଁ ନିଷ୍ପତି ହୋଇଥିବା ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ; ଅନଲାଇନ ପାଠପଢ଼ାରୁ ବଂଚିତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ବିକଳ୍ପ ବ୍ୟବସ୍ଥା